ପାର୍ବଣରେ ଦାଦାବଟି ଆଦାୟ ହେଉଥିବା ଜାଣିଲେ ତୁରନ୍ତ ପୁଲିସକୁ ଜଣାନ୍ତୁ: କମିସନରେଟ ପୁଲିସ

ଭୁବନେଶ୍ବର: ଚାନ୍ଦା ଓ ଦାଦାବଟିକୁ ନାଁ। ଭୁବନେଶ୍ଵରରେ କମିସନରେଟ ପୁଲିସ ପକ୍ଷରୁ ପୂର୍ବରୁ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଥିଲା ବେଳେ ଆଜି ବରମୁଣ୍ଡା ବସଷ୍ଟାଣ୍ଡରେ ବିଭିନ୍ନ ବସ୍ ମାଲିକ ସଂଘ ସହ କମିସନରେଟ ପୁଲିସର ଏକ ବୈଠକ ହୋଇଛି। ଆଗକୁ ଆସୁଛି ପାର୍ବଣ ରୁତୁ। ଏହି ସମୟରେ ମା’ଙ୍କ ପୂଜା ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ରାଜଧାନୀକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଯାତ୍ରୀ ବଢ଼ିବା ସହ ଜୋର … Continue reading ପାର୍ବଣରେ ଦାଦାବଟି ଆଦାୟ ହେଉଥିବା ଜାଣିଲେ ତୁରନ୍ତ ପୁଲିସକୁ ଜଣାନ୍ତୁ: କମିସନରେଟ ପୁଲିସ